# The sound made by harpists, musicians, flute players, and trumpeters will not be heard anymore in you ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭ ନଗରୀରେ କେହି ଆଉ କେବେହେଁ ବୀଣାବାଦକ, ଗାୟକ, ବଂଶୀବାଦକ ଓ ତୂରୀବାଦକ ମାନଙ୍କର ସ୍ବର ଶୁଣିବେ ନାହିଁ” (ଦେଖ: [[rc://*/ta/man/translate/figs-activepassive]]) # in you ଦୂତ ଜଣକ ଏପରି କହୁଛନ୍ତି ଯେପରି ବାବିଲ ତାହାଙ୍କ କଥା ଶୁଣୁଅଛି I ଅନ୍ୟଏକ ଅନୁବାଦରେ: “ବାବିଲରେ” (ଦେଖ: [[rc://*/ta/man/translate/figs-apostrophe]]) # will not be heard anymore in you ତୁମ୍ଭଠାରେ ସେମାନେ ଆଉ ସେଗୁଡିକ ଶୁଣିବେ ନାହିଁ I ଶୁଣାଯିବ ନାହିଁର ଅର୍ଥ ସେଗୁଡିକ ଆଉ ରହିବ ନାହିଁ I ଅନ୍ୟଏକ ଅନୁବାଦରେ: “ସେସବୁ ତୁମ୍ଭ ନଗରୀରେ ଆଉ ରହିବ ନାହିଁ” (ଦେଖ: [[rc://*/ta/man/translate/figs-metonymy]]) # No craftsman ... will be found in you ମିଳିବ ନାହିଁର ଅର୍ଥ ଯେ ସେଗୁଡିକ ଆଉ ରହିବ ନାହିଁ I ଅନ୍ୟଏକ ଅନୁବାଦରେ: ‘ତୁମ୍ଭ ନଗରୀରେ ଆଉ କୌଣସି ପ୍ରକାର ଶିଳ୍ପକର ରହିବେ ନାହିଁ” (ଦେଖ: [[rc://*/ta/man/translate/figs-metonymy]]) # No sound of a mill will be heard anymore in you କୌଣସି ବିଷୟର ଶବ୍ଦ ଶୁଣା ନ ଯିବାର ଅର୍ଥ ଯେ କେହି ସେହି ଶବ୍ଦ ଆଉ କରିବେ ନାହିଁ I ଅନ୍ୟଏକ ଅନୁବାଦରେ: “ତୁମ୍ଭ ନଗରୀରେ କେହି ଆଉ ଚକିପଥର ବ୍ୟବହାର କରିବେ ନାହିଁ” (ଦେଖ: [[rc://*/ta/man/translate/figs-metonymy]])