# Pay her back as she has paid others back ସ୍ବର ଦଣ୍ଡ ବିଷୟରେ କହୁଅଛି ଯେପରି ଏହା ପ୍ରତିଫଳ ଅଟେ I ଅନ୍ୟଏକ ଅନୁବାଦରେ: “ସେ ଯେପରି ଅନ୍ୟମାନଙ୍କୁ ଦଣ୍ଡ ଦେଇଅଛି, ସେପରି ତାହାକୁ ପ୍ରତିଫଳ ଦିଅ” (ଦେଖ: [[rc://*/ta/man/translate/figs-metaphor]]) # repay her double ସ୍ବର ଦଣ୍ଡ ବିଷୟରେ କହୁଅଛି ଯେପରି ଏହା ପ୍ରତିଫଳ ଅଟେ I ଅନ୍ୟଏକ ଅନୁବାଦରେ: “ତାହାକୁ ଦ୍ବିଗୁଣ ପ୍ରତିଫଳ ଦିଅ” (ଦେଖ: [[rc://*/ta/man/translate/figs-metaphor]]) # in the cup she mixed, mix double the amount for her ସ୍ବର ଅନ୍ୟମାନଙ୍କର ଦୁଃଖ ଘଟାଇବା ବିଷୟରେ କୁହାଯାଏ ଯେ ସେମାନଙ୍କୁ ପାନ କରାଇବା ନିମନ୍ତେ ତିକ୍ତଦ୍ରାକ୍ଷା ପ୍ରସ୍ତୁତ କରିବା ସଦୃଶ ଅଟେ I ଅନ୍ୟଏକ ଅନୁବାଦରେ: “ସେ ଯେପରି ଅନ୍ୟମାନଙ୍କ ନିମନ୍ତେ କରିଥିଲା, ସେପରି ତାହାର ନିମନ୍ତେ ଦୁଇ ଗୁଣା ତିକ୍ତ ଦୁଃଖଭୋଗ ରୂପ ମଦିରା ପ୍ରସ୍ତୁତ କର” (ଦେଖ: [[rc://*/ta/man/translate/figs-metaphor]]) # mix double the amount ସମ୍ଭାବିତ ଅର୍ଥଗୁଡିକ ୧) “ଦୁଇଗୁଣ ପରିମାଣର ପ୍ରସ୍ତୁତ କର” କିମ୍ବା ୨) ଏହାକୁ ଦୁଇଗୁଣ ତିକ୍ତ କର”