# General Information: “ସେ” ଓ “ତାହାର” ସର୍ବନାମ ଗୁଡିକ ବାବିଲ ମହାନଗରୀକୁ ବୁଝାଏ, ଯାହାକୁ ଯେପରି ଏକ ବେଶ୍ୟା ସଦୃଶ କୁହାଯାଇଛି I (ଦେଖ: [[rc://*/ta/man/translate/figs-personification]]) # Connecting Statement: ଆଉ ଜଣେ ଦୂତ ସ୍ବର୍ଗରୁ ଓହ୍ଲାଇ ଆସି କହୁଛନ୍ତି I ପୂର୍ବ ଅଧ୍ୟାୟରେ ବେଶ୍ୟା ଓ ପଶୁ ବିଷୟରେ କହିଥିବା ଦୂତଠାରୁ ଏକ ଭିନ୍ନ ଦୂତ ଅଟନ୍ତି I