# looked like frogs ବେଙ୍ଗ ଏକ ଛୋଟ ଜୀବ ଅଟେ, ଯାହା ଜଳ ନିକଟରେ ବାସ କରେ I ଯିହୂଦୀମାନେ ଏହାକୁ ଅଶୁଚି ବୋଲି ମାନୁଥିଲେ I # dragon ଏହା ଏକ ଝିଟିପିଟି ସଦୃଶ ଏକ ପ୍ରକାଣ୍ଡ, ଭୟଙ୍କର ସରୀସୃପ ଥିଲା I ଯିହୂଦୀ ଲୋକମାନଙ୍କ ନିମନ୍ତେ ଏହା ମନ୍ଦତା ଓ ଅରାଜକତାର ନିଦର୍ଶନ ଥିଲା I ୯ ପଦରେ ସର୍ପକୁ “ଦିଆବଳ ବା ଶୟତାନ” ସଦୃଶ କୁହାଯାଇଛି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୨:୩](../12/03.md)ରେ ଅନୁବାଦ କରିଅଛ I (ଦେଖ:[[rc://*/ta/man/translate/figs-activepassive]])