# poured out his bowl “ପାତ୍ର” ଶବ୍ଦ ପାତ୍ରରେ ଥିବା ବସ୍ତୁକୁ ବୁଝାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୬:୨](../16/02.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଆପଣା ପାତ୍ରରୁ ଦ୍ରାକ୍ଷାରସ ଢାଳିଲେ” କିମ୍ବା “ଆପଣା ପାତ୍ରରୁ ଈଶ୍ବରଙ୍କ କ୍ରୋଧ ଢାଳିଲେ” (ଦେଖ: [[rc://*/ta/man/translate/figs-metonymy]]) # rivers and the springs of water ଏହା ସ୍ବଚ୍ଛ ଜଳ ଥିବା ନଦୀ, ନିର୍ଝରଣୀ, ସାଗର ଓ ସମୁଦ୍ରକୁ ବୁଝାଏ I (ଦେଖ: [[rc://*/ta/man/translate/figs-synecdoche]])