# Connecting Statement: ଯୋହନ ଆପଣା ଦର୍ଶନର ପରବର୍ତ୍ତୀ ଅଂଶ ବର୍ଣ୍ଣନା କରୁଛନ୍ତି I ଏ ହେଉଛନ୍ତି ତିନିଜଣ ଦୂତମାନଙ୍କ ମଧ୍ୟରୁ ପ୍ରଥମ ଦୂତ ଯେ ପୃଥିବୀ ଉପରେ ବିଚାର ଘୋଷଣା କରୁଛନ୍ତି I # every nation, tribe, language, and people ଏହାର ଅର୍ଥ ଯେ ସବୁ ଗୋଷ୍ଠୀର ଲୋକମାନେ ଅନ୍ତର୍ଭୁକ୍ତ ଅଟନ୍ତି I ଦେଖ ତୁମେ ଏଭଳି ତାଲିକାକୁ କିପରି [ପ୍ରକାଶିତ ବାକ୍ୟ ୫:୯](../05/09.md)ରେ ଅନୁବାଦ କରିଅଛ I