# but its fatal wound was healed ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କିନ୍ତୁ ତାହାର ମୃତ୍ୟୁଜନକ କ୍ଷତ ସୁସ୍ଥ ହେଲା” (ଦେଖ:[[rc://*/ta/man/translate/figs-activepassive]]) # fatal wound ମୃତ୍ୟୁଜନକ କ୍ଷତ I ଏହା ଏକ ପ୍ରକାର ସାଂଘାତିକ କ୍ଷତ ଯାହା ଜଣେ ଲୋକର ମୃତ୍ୟୁ ଘଟାଇବ I # The whole earth “ପୃଥିବୀ” ଶବ୍ଦ ତହିଁରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ପୃଥିବୀର ସମସ୍ତ ଲୋକ” (ଦେଖ:[[rc://*/ta/man/translate/figs-metonymy]]) # followed the beast ପଶୁର ଅନୁଗମନ କଲେ