# He is filled with terrible anger ଶୟତାନ ବିଷୟରେ କୁହାଯାଏ ଯେପରି ସେ ଏକ ପାତ୍ର ଓ କ୍ରୋଧ ବିଷୟରେ କୁହାଯାଏ ଯେପରି ଏକ ତରଳ ପଦାର୍ଥ ଅଟେ, ଯାହା ସେଥିରେ ରହି ପାରିବ I ଅନ୍ୟଏକ ଅନୁବାଦରେ: “ସେ ଭୟଙ୍କରଭାବେ କ୍ରୋଧାନ୍ବିତ ଅଟେ” (ଦେଖ:[[rc://*/ta/man/translate/figs-metaphor]])