# Connecting Statement: ଯୋହନ ଆପଣା ଦର୍ଶନରେ ଦେଖା ଦେଇଥିବା ଏକ ସର୍ପର ବିଷୟ ବର୍ଣ୍ଣନା କରୁଛନ୍ତି I # dragon ଏହା ଏକ ଝିଟିପିଟି ସଦୃଶ ଏକ ପ୍ରକାଣ୍ଡ, ଭୟଙ୍କର ସରୀସୃପ ଥିଲା I ଯିହୂଦୀ ଲୋକମାନଙ୍କ ନିମନ୍ତେ ଏହା ମନ୍ଦତା ଓ ଅରାଜକତାର ନିଦର୍ଶନ ଅଟେ I (ଦେଖ:[[rc://*/ta/man/translate/writing-symlanguage]])