# He swore by the one who lives forever and ever ସେ ବିନତି କଲେ ଯେ ସେ ଯାହା କହିବାକୁ ଯାଉଛନ୍ତି, ତାହା ନିତ୍ୟଜୀବୀ ଈଶ୍ବରଙ୍କ ଦ୍ବାରା ସଫଳ ହେବ # the one who lives forever and ever ଏଠାରେ “ଏକମାତ୍ର” ଈଶ୍ବରଙ୍କୁ ବୁଝାଏ I # There will be no more delay ଆଉ ବିଳମ୍ବ ହେବ ନାହିଁ କିମ୍ବା “ଈଶ୍ବର ବିଳମ୍ବ କରିବେ ନାହିଁ”