# Connecting Statement: ଯୋହନ ଅଶ୍ବଗୁଡିକ ଓ ମନୁଷ୍ୟ ଜାତି ଉପରେ ଆସିଥିବା ମହାମାରୀ ବିଷୟରେ ବର୍ଣ୍ଣନା କରି ଚାଲିଛନ୍ତି I # A third of the people ଏକ ତୃତୀୟାଂଶ ଲୋକ I ଦେଖ, ତୁମେ “ତୃତୀୟାଂଶ”କୁ କିପରି [ପ୍ରକାଶିତ ବାକ୍ୟ ୮:୭](../08/07.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-fraction]])