# General Information: ଯୋହନଙ୍କ ଦର୍ଶନରେ ଅକସ୍ମାତ୍ ୨୦୦,୦୦୦,୦୦୦ ଜଣ ଅଶ୍ବାରୋହୀ ସୈନ୍ୟ ଉଭା ହେଲେ I ପୂର୍ବ ପଦରେ ଉଲ୍ଲେଖ ଥିବା ଚାରିଜଣ ଦୂତଙ୍କ ବିଷୟରେ ଯୋହନ ଆଉ କହୁନାହାନ୍ତି I # 200000000 ଏହାକୁ ପ୍ରକାଶ କରିବାର କେତେକ ମାର୍ଗ ଅଛି: “ଦୁଇଶହ ନିୟୁତ” କିମ୍ବା “ଦୁଇ ସହସ୍ର ସହସ୍ର” କିମ୍ବା “ଦୁଇ ସହସ୍ର ଅୟୁତ I” ଯଦି ତୁମ ଭାଷାରେ ଏଗୁଡିକ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟା ନାହିଁ, ତେବେ ମଧ୍ୟ ତୁମେ ଏଭଳି ବୃହତ୍ ସଂଖ୍ୟାକୁ କିପରି [ପ୍ରକାଶିତ ୫:୧୧](../05/11.md)ରେ ଅନୁବାଦ କରିଅଛ, ତାହା ଦେଖ I (ଦେଖ: [[rc://*/ta/man/translate/translate-numbers]])