# The four angels who had been prepared for ... that year, were released ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଦୂତ ଜଣକ ଚାରିଜଣ ଦୂତଙ୍କୁ ମୁକ୍ତ କଲେ, ଯେଉଁମାନେ ...ସେହି ବର୍ଷ ନିମନ୍ତେ ପ୍ରସ୍ତୁତ କରାଯାଇଥିଲେ” (ଦେଖ: [[rc://*/ta/man/translate/figs-activepassive]]) # The four angels who had been prepared ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁ ଚାରିଜଣ ଦୂତଙ୍କୁ ଈଶ୍ବର ପ୍ରସ୍ତୁତ କରିଥିଲେ” (ଦେଖ: [[rc://*/ta/man/translate/figs-activepassive]]) # for that hour, that day, that month, and that year ଏହି ଶବ୍ଦଗୁଡିକ ଏହା ଦେଖାଇବା ନିମନ୍ତେ ବ୍ୟବହାର କରାଯାଇଛି ଯେ ଏକ ନିର୍ଦ୍ଦିଷ୍ଟ, ନିରୂପିତ ସମୟ ଅଛି, କେବଳ ଯେକୌଣସି ସମୟ, ତାହା ନୁହେଁ I ଅନ୍ୟଏକ ଅନୁବାଦରେ: “ନିର୍ଦ୍ଧିଷ୍ଟ ସମୟ ନିମନ୍ତେ” (ଦେଖ: [[rc://*/ta/man/translate/figs-parallelism]])