# like smoke from a huge furnace ଏକ ବୃହତ୍ ଭାଟି ବହୁ ପରିମାଣରେ ଘନ କଳା ଧୂମ ନିର୍ଗତ କରିଥାଏ I ଅନ୍ୟଏକ ଅନୁବାଦରେ: “ଏକ ବୃହତ୍ ଭାଟିରୁ ନିର୍ଗତ ହେଉଥିବା ବହୁ ପରିମାଣର ଧୂମ ସଦୃଶ” (ଦେଖ: [[rc://*/ta/man/translate/figs-simile]]) # turned dark ଅନ୍ଧକାରାଚ୍ଛନ୍ନ ହୋଇଗଲା