# the third seal ପରବର୍ତ୍ତୀ ମୁଦ୍ରା କିମ୍ବା “ତୃତୀୟ ମୁଦ୍ରା” (ଦେଖ: [[rc://*/ta/man/translate/translate-ordinal]]) # the third living creature ପରବର୍ତ୍ତୀ ଜୀବିତ ପ୍ରାଣୀ କିମ୍ବା “ତୃତୀୟ ଜୀବିତ ପ୍ରାଣୀ” (ଦେଖ: [[rc://*/ta/man/translate/translate-ordinal]]) # a pair of scales ବସ୍ତୁସମୁହ ଓଜନ କରିବା ନିମନ୍ତେ ବ୍ୟବହୃତ ଏକ ଉପକରଣ