# Repent, therefore ଏଣୁ ମନ ପରିବର୍ତ୍ତନ କର # If you do not, I ପୂର୍ବ ବାକ୍ୟାଂଶରୁ କ୍ରିୟାକୁ ବ୍ୟବହାର କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯଦି ତୁମ୍ଭେ ମନ ପରିବର୍ତ୍ତନ ନକର, ଆମ୍ଭେ” (ଦେଖ: [[rc://*/ta/man/translate/figs-ellipsis]]) # wage war against them ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କର # with the sword in my mouth ଏହା [ପ୍ରକାଶିତ ବାକ୍ୟ୧:୧୬](../01/16.md)ରେ ଉଲ୍ଲେଖ ଥିବା ଖଡ୍ଗକୁ ବୁଝାଏ I ଯଦିଓ ଭବିଶ୍ବ ସୁଚକ ଦୈବୀବାଣୀ ଭାଷାରେ ସାଧାରଣତଃ ଆକ୍ଷରିକ ଅନୁବାଦକୁ ସ୍ଥାନ ଦିଆଯାଇ ନଥାଏ, ଯେପରି USTରେ କରାଯାଇଛି, ଅନୁବାଦକମାନେ ଏହି ସଂକେତ ଈଶ୍ବରଙ୍କ ବାକ୍ୟକୁ ବୁଝାଉଛି କି ନାହିଁ, ବିବେଚନା କରି ମନୋନିତ କରିବା ଆବଶ୍ୟକ I ଏହି ସଂକେତ ସୂଚାଏ ଯେ ଏକ ସାଧାରଣ ଆଜ୍ଞା ଦେଇ ଖ୍ରୀଷ୍ଟ ଆପଣା ଶତ୍ରୁମାନଙ୍କୁ ପରାସ୍ତ କରିବେ I ଅନ୍ୟଏକ ଅନୁବାଦରେ: “ଆମ୍ଭ ମୁଖ ନିସୃତ ଖଡ୍ଗ ସହିତ, ଯାହାକି ଈଶ୍ବରଙ୍କ ବାକ୍ୟ ଅଟେ” (ଦେଖ: [[rc://*/ta/man/translate/writing-symlanguage]])