# The devil is about to throw some of you into prison ଏଠାରେ ସେହି ଲୋକମାନଙ୍କ ନିମନ୍ତେ “ଶୟତାନ” ଶବ୍ଦ ଏକ ରୂପକ ଅଟେ ଯେଉଁମାନେ ଶୟତାନର ଅଜ୍ଞା ପାଳନ କରନ୍ତି I ଅନ୍ୟଏକ ଅନୁବାଦରେ: “ଶୟତାନ ଶୀଘ୍ର ତୁମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ କାରାଗାରରେ ନିକ୍ଷେପ କରିବାର କାରଣ ହେବ” (ଦେଖ: [[rc://*/ta/man/translate/figs-metonymy]]) # Be faithful until death ମୋଠାରେ ବିଶ୍ବସ୍ତ ରୁହ ଏପରିକି ଯଦି ସେମାନେ ତୁମ୍ଭକୁ ବଧ କରନ୍ତି I “ପର୍ଯ୍ୟନ୍ତ” ଶବ୍ଦ ବ୍ୟବହାର କରିବାର ଅର୍ଥ ନୁହେଁ ଯେ ମୃତ୍ୟୁ ପର୍ଯ୍ୟନ୍ତ ତୁମ୍ଭେ ବିଶ୍ବସ୍ତ ହେବାକୁ ବନ୍ଦ କରିବ I # the crown ବିଜୟୀର ମୁକୁଟ I ଏହା ଏକ ମାଳ, ମୁଖ୍ୟତଃ ଜୀତ ବୃକ୍ଷର ଡାଳ କିମ୍ବା ଲରେଲ୍ ପତ୍ରର ଏକମାଳ, ଯାହା ବିଜୟୀ କ୍ରୀଡାବିତଙ୍କ ମସ୍ତକରେ ପିନ୍ଧାଇ ଦିଆଯାଉ ଥିଲା I # the crown of life ସମ୍ଭାବିତ ଅର୍ଥଗୁଡିକ ୧) “ଏକ ମୁକୁଟ ଯାହା ଦର୍ଶାଏ ଯେ ଆମ୍ଭେ ତୁମ୍ଭକୁ ଅନନ୍ତ ଜୀବନ ଦେଇଅଛୁ” କିମ୍ବା ୨) ଏକ ପୁରସ୍କାର ସଦୃଶ ଜଣେ ବିଜେତାଙ୍କ ମୁକୁଟରୂପ ସତ୍ୟ ଜୀବନ” (ଦେଖ: [[rc://*/ta/man/translate/figs-metaphor]])