# son of man ଏହି ପ୍ରକାଶନ ଏକ ମନୁଷ୍ୟର ଆକୃତିକୁ ବୁଝାଏ, ଯେକେହି ମନୁଷ୍ୟ ସଦୃଶ ଦେଖାଯାନ୍ତି I (ଦେଖ: [[rc://*/ta/man/translate/figs-metaphor]]) # a golden sash ବକ୍ଷର ଚାରିପଟେ ଏକ ବସ୍ତ୍ରରେ ଆଚ୍ଛାଦିତ I ଏହା ସୁବର୍ଣ୍ଣ ସୁତ୍ରରେ ନିର୍ମିତ ହୋଇ ଥାଇପାରେ I