# The brothers ଏହା ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ପାଉଲଙ୍କ ସହିତ ବା ପାଉଲଙ୍କଠାରେ କିମ୍ବା ସହିତ ସେବାକାର୍ଯ୍ୟ କରୁଥିଲେ I # brothers ଦେଖ ତୁମେ ଏହାକୁ କିପରି [ଫିଲିପ୍ପୀୟ ୧:୧୨](../01/12.md)ରେ ଅନୁବାଦ କରିଅଛ I # every believer କେତେକ ସଂସ୍କରଣ ଏହାକୁ “ପ୍ରତ୍ୟେକ ସାଧୁ” ଭାବେ ଅନୁବାଦ କରନ୍ତି I