# Their end is destruction ଗୋଟିଏ ଦିନ ଈଶ୍ବର ସେମାନଙ୍କୁ ବିନାଶ କରିବେ I ଶେଷ ବିଷୟ ସେମାନଙ୍କ ପ୍ରତି ଏହା ଘଟିବ ଯେ ଈଶ୍ବର ସେମାନଙ୍କୁ ବିନାଶ କରିବେ I # their god is their stomach ଏଠାରେ “ଉଦର” ଜଣେ ବ୍ୟକ୍ତିର ଶାରୀରିକ କାମନା ନିମନ୍ତେ ଜଣେ ବ୍ୟକ୍ତିର ଅଭିଳାଷକୁ ବୁଝାଏ I ଏହାକୁ ସେମାନଙ୍କର ଦେବତା କହିବାର ଅର୍ଥ ଯେ ସେମାନେ ଈଶ୍ବରଙ୍କର ବାଧ୍ୟହେବା ଅପେକ୍ଷା ସେମାନଙ୍କ ଅଭିଳାଷକୁ ଅଧିକ କାମନା କରନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ଈଶ୍ବରଙ୍କ ବାଧ୍ୟ ହେବା ଅପେକ୍ଷା ଖାଦ୍ୟ ଓ ସେମାନଙ୍କ ଶାରୀରିକ ଅଭିଳାଷକୁ ଅଧିକ ଗୁରୁତ୍ବ ଦିଅନ୍ତି” (ଦେଖ: [[rc://*/ta/man/translate/figs-metaphor]]) # their pride is in their shame ଏଠାରେ “ଲଜ୍ଜା” ଶବ୍ଦ ସେହି କାର୍ଯ୍ୟକୁ ବୁଝାଏ ଯାହା ଲୋକମାନେ ଯେଉଁସବୁ କାର୍ଯ୍ୟ ନିମନ୍ତେ ଲଜ୍ଜାବୋଧ କରିବା ଉଚିତ, କିନ୍ତୁ କରୁ ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ସେହି ବିଷୟ ନିମନ୍ତେ ଗର୍ବ ଅନୁଭବ କରନ୍ତି ଯାହା ସେମାନଙ୍କ ଲଜ୍ଜାର କାରଣ ହେବା ଉଚିତ” (ଦେଖ: [[rc://*/ta/man/translate/figs-metonymy]]) # They think about earthly things ଏଠାରେ “ପାର୍ଥିବ” ଶବ୍ଦ ସେହି ସମସ୍ତ ବିଷୟକୁ ବୁଝାଏ ଯାହା ଶାରୀରିକ ସୁଖଭୋଗ ଦିଏ ଓ ଈଶ୍ବରଙ୍କୁ ସନ୍ତୁଷ୍ଟ କରେ ନାହି I ଅନ୍ୟ ଏକ ଅନୁବାଦରେ: “ସେମାନେ ସେହି ସମସ୍ତ ବିଷୟରେ ଚିନ୍ତା କରନ୍ତି ଯେଉଁ ସମସ୍ତ ବିଷୟ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ଅପେକ୍ଷା ବରଂ ଆପଣାକୁ ସନ୍ତୁଷ୍ଟ କରିବ” (ଦେଖ: [[rc://*/ta/man/translate/figs-metonymy]])