# Brothers ଦେଖ ତୁମେ ଏହାକୁ କିପରି [ଫିଲିପ୍ପୀୟ ୧:୧୨](../01/12.md)ରେ ଅନୁବାଦ କରିଅଛ I # I myself have yet grasped it ଖ୍ରୀଷ୍ଟଙ୍କଠାରୁ ଆତ୍ମିକ ବିଷୟ ପ୍ରାପ୍ତ କରିବା ସମ୍ବନ୍ଧରେ କୁହାଯାଏ ଯେପରି ପାଉଲ ସେସବୁକୁ ହାତରେ ଧରି ଶିକ୍ଷା କରିପାରିବେ I ଅନ୍ୟ ଏକ ଅନୁବାଦରେ: “ଏହି ସମସ୍ତ ବିଷୟ ଏପର୍ଯ୍ୟନ୍ତ ମୋହର ହୋଇଅଛି”(ଦେଖ: [[rc://*/ta/man/translate/figs-metaphor]]) # I forget what is behind and strain for what is ahead ଏକ ପ୍ରତିଯୋଗିତାରେ ଜଣେ ଧାବକ ଯେପରି ସମ୍ପୂର୍ଣ୍ଣ ହୋଇଥିବା ଅଂଶ ପ୍ରତି କୌଣସି ପ୍ରକାରେ ଚିନ୍ତା କରେନାହିଁ, କିନ୍ତୁ ସମ୍ମୁଖରେ ଥିବା ବିଷୟ ପ୍ରତି କେବଳ ଧ୍ୟାନ ଦିଏ, ସେହିପରି ପାଉଲ ଧାର୍ମିକତା ନିମନ୍ତେ ଆପଣା ଧର୍ମ ସମ୍ଭନ୍ଧିୟ କର୍ମଗୁଡିକ ପଛରେ ରଖି ଜୀବନର ପ୍ରତିଯୋଗିତାରେ ତାହାଙ୍କ ସମ୍ମୁଖରେ ଖ୍ରୀଷ୍ଟ ରଖିଥିବା ବିଷୟ ସବୁକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଧ୍ୟାନ ଦେଉଥିବା କଥା କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଅତୀତରେ କଅଣ କରିଅଛି, ସେଥି ପ୍ରତି ମୋର ଚିନ୍ତା ନାହିଁ; ମୁ ସମ୍ମୁଖରେ ଥିବା ବିଷୟ ପ୍ରତି କେବଳ ଯଥାସାଧ୍ୟ କଠିନ ପରିଶ୍ରମ କରିବି” (ଦେଖ: [[rc://*/ta/man/translate/figs-metaphor]])