# ଫିଲିପ୍ପୀୟ ୦୧ ସାଧାରଣ ସୂଚନା ## ଗଠନ ପ୍ରଣାଳୀ ଓ ଆକୃତି ପାଉଲ ଏହି ପତ୍ରର ଆରମ୍ଭରେ ଏକ ପ୍ରାର୍ଥନା ଅନ୍ତର୍ଭୁକ୍ତ କରୁଛନ୍ତି I ସେହି ସମୟରେ, ଧାର୍ମିକ ଅଧକ୍ଷମାନେ ବେଳେବେଳେ ଅନୌପଚାରିକ ପତ୍ରଗୁଡିକ ଏକ ପ୍ରାର୍ଥନା ସହିତ ଆରମ୍ଭ କରୁଥିଲେ I ## ଏହି ଅଧ୍ୟାୟର ବିଶେଷ ଧାରଣା ### ଖ୍ରୀଷ୍ଟଙ୍କ ଦିନ ଏହା ସମ୍ଭବତଃ ଖ୍ରୀଷ୍ଟଙ୍କ ଆଗମନର ଦିନକୁ ବୁଝାଏ I ପାଉଲ ବାରମ୍ବାର ଖ୍ରୀଷ୍ଟଙ୍କ ଦିନ ସହିତ ଈଶ୍ବର ପରାୟଣ ଜୀବନଯାପନ କରିବା ସହିତ ସମ୍ଭନ୍ଧ ରଖୁଥିଲେ I (ଦେଖ: [[rc://*/tw/dict/bible/kt/godly]]) ## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା ### ବିରୋଧାଭାସ ଏକ ବିରୋଧାଭାସ ଏକ ସତ୍ୟ ଉକ୍ତି ଅଟେ, ଯାହା କୌଣସି ଅସମ୍ଭବ ବିଷୟକୁ ବର୍ଣ୍ଣନା କରୁଥିବା ପରି ମନେ ହୁଏ I ୨୧ ପଦରେ ଥିବା ଉକ୍ତିଟି ଏକ ବିରୋଧାଭାସ ଅଟେ: ମୃତ୍ୟୁଭୋଗ କରିବା ଲାଭଜନକ ଅଟେ I ”୨୩ ପଦରେ ପାଉଲ ଏହା କିପରି ସତ୍ୟ ଅଟେ ତାହା ବର୍ଣନା କରୁଛନ୍ତି I ([ଫିଲିପ୍ପୀୟ ୧:୨୧](../../php/01/21.md))