# For I am hard pressed between the two ତାହାଙ୍କ ନିମନ୍ତେ ଜୀବନ ଧାରଣ କରିବା ଓ ମୃତ୍ୟୁଭୋଗ କରିବା ମଧ୍ୟରେ ମନୋନୀତ କରିବା ଯେ କେତେ କଷ୍ଟକର, ସେ ବିଷୟରେ ପାଉଲ କହନ୍ତି ଯେପରି ଏହା କାଠଗଣ୍ଡି ବା ପଥର ସଦୃଶ ଦୁଇଟି ଓଜନିଆ ବସ୍ତୁ ଅଟନ୍ତି, ଯାହା ତାହାଙ୍କୁ ଏକା ସମୟରେ ବିପରୀତ ଦିଗକୁ ଟାଣୁଅଛି I ତୁମମାନଙ୍କ ଭାଷା ହୁଏତ ପଦାର୍ଥଗୁଡିକ ଟାଣିବା ବଦଳରେ ଠେଲିବା ବିଷୟକୁ ପସନ୍ଦ କରିପାରେ I ଅନ୍ୟ ଏକ ଅନୁବାଦରେ: “ମୁଁ ଚାପରେ ଅଛି I ମୁଁ ଜାଣେ ନାହିଁ ଯେ ମୁଁ ଜୀବିତ ରହିବାକୁ ନା ମୃତ୍ୟୁଭୋଗ କରିବାକୁ ପସନ୍ଦ କରିବି” (ଦେଖ: [[rc://*/ta/man/translate/figs-metaphor]]) # My desire is to depart and be with Christ ସେ ମୃତ୍ୟୁଭୋଗ କରିବାକୁ ଭୟଭୀତ ନୁହନ୍ତି ବୋଲି ଦେଖାଇବାକୁ ଯାଇ ପାଉଲ ଏଠାରେ ଏକ ଶିଷ୍ଟୋକ୍ତି ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ମୃତ୍ୟୁଭୋଗ କରିବା ନିମନ୍ତେ ଶ୍ରେୟସ୍କର ମନେ କରେ, କାରଣ ମୁଁ ଖ୍ରୀଷ୍ଟଙ୍କ ସହିତ ରହିବାକୁ ଯିବି” (ଦେଖ: [[rc://*/ta/man/translate/figs-euphemism]])