# For to me ଏହି ଶବ୍ଦଗୁଡିକ ଗୁରୁତ୍ବ ବହନକାରୀ ଅଟନ୍ତି I ସେଗୁଡିକ ସୂଚାଉ ଅଛନ୍ତି ଯେ ଏହା ପାଉଲଙ୍କର ବ୍ୟକ୍ତିଗତ ଅନୁଭୂତି ଅଟେ I # to live is Christ ଏଠାରେ ଖ୍ରୀଷ୍ଟଙ୍କୁ ସନ୍ତୁଷ୍ଟ କରିବା ଓ ତାହାଙ୍କର ସେବା କରିବା ବିଷୟରେ କୁହାଯାଏ ଯେପରି ପାଉଲଙ୍କ ଜୀବନଧାରଣର ଏକମାତ୍ର ଉଦ୍ଦେଶ୍ୟ ଅଟେ I ଅନ୍ୟ ଏକ ଅନୁବାଦରେ: “ଜୀବନ ଧାରଣ କରି ଖ୍ରୀଷ୍ଟଙ୍କୁ ସନ୍ତୁଷ୍ଟ କରିବା ଏକ ସୁଯୋଗ ଅଟେ” (ଦେଖ: [[rc://*/ta/man/translate/figs-metaphor]]) # to die is gain ଏଠାରେ ମୃତ୍ୟୁକୁ “ଲାଭଜନକ” ଭାବେ କୁହାଯାଉଛି I “ଲାଭଜନକ” ନିମନ୍ତେ ସମ୍ଭାବିତ ଅର୍ଥଗୁଡିକ ୧) ପାଉଲଙ୍କ ମୃତ୍ୟୁ ସୁସମାଚାରର ବାକ୍ୟ ପ୍ରସାର କରିବାରେ ସାହାଯ୍ୟ କରିବ କିମ୍ବା ୨) ପାଉଲ ଏକ ଭଲ ପରିସ୍ଥିତିରେ ରହିବେ I (ଦେଖ: [[rc://*/ta/man/translate/figs-metaphor]])