# General Information: ପାଉଲ କହୁଛନ୍ତି ଯେ “ସୁସମାଚାରର ବୃଦ୍ଧି” ସକାଶୁ ଦୁଇଟି ବିଷୟ ହୋଇଅଛି: ଭିତରେ ଓ ବାହାରେ ଥିବା ଅନେକ ଲୋକ ସେ କାହିଁକି ବନ୍ଦୀ ହୋଇଛନ୍ତି ଜାଣିପାରିଲେ, ଓ ଅନ୍ୟ ଖ୍ରୀଷ୍ଟିୟାନମାନେ ସୁସମାଚାର ପ୍ରଚାର କରିବାକୁ ଆଉ ଭୟଭୀତ ହେବେନାହି I # Now I want ଏଠାରେ “ବର୍ତ୍ତମାନ” ଶବ୍ଦ ପତ୍ରର ଏକ ନୁତନ ଅଂଶ ଚିହ୍ନଟ କରିବା ନିମନ୍ତେ ବ୍ୟବହୃତ ହୋଇଅଛି I # brothers ଏଠାରେ ଏହାର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ଲୋକଙ୍କୁ ସମ୍ପୃକ୍ତ କରି ସହ ଖ୍ରୀଷ୍ଟିୟାନମାନେ ଅଟନ୍ତି, କାରଣ ଖ୍ରୀଷ୍ଟଙ୍କଠାରେ ଥିବା ସମସ୍ତ ବିଶ୍ବାସୀମାନେ ଏକ ଆତ୍ମିକ ପରିବାରର ସଦସ୍ୟ ଅଟନ୍ତି, ଓ ଈଶ୍ବର ସେମାନଙ୍କର ସ୍ବର୍ଗୀୟ ପିତା ଅଟନ୍ତି I # that what has happened to me ପାଉଲ କାରାଗାରରେ ଆପଣା ସମୟ ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଏସମସ୍ତ ଦୁଃଖଭୋଗ କଲି କାରଣ ଯୀଶୁଙ୍କ ବିଷୟରେ ପ୍ରଚାର କରିଥିବା ନିମନ୍ତେ ମୋତେ କାରାଗାରରେ ନିକ୍ଷେପ କରାଗଲା” (ଦେଖ: [[rc://*/ta/man/translate/figs-explicit]]) # has really served to advance the gospel ଏଥି ସକାଶୁ ଅଧିକ ଲୋକ ସୁସମାଚାର ଶୁଣିବାକୁ ପାଇଲେ