# so he could serve me for you ତେଣୁ, ଯେହେତୁ ତୁମ୍ଭେ ଏଠାକୁ ଆସିପାରିବ ନାହିଁ, ସେ ମୋହର ସାହାଯ୍ୟ କରିପାରିବ” କିମ୍ବା “ଯେପରି ସେ ତୁମ୍ଭ ବଦଳରେ ମୋତେ ସାହାଯ୍ୟ କରିପାରିବ” # while I am in chains ବନ୍ଦୀମାନେ ସାଧାରଣତଃ ଜଞ୍ଜିରରେ ବନ୍ଧା ହେଉଥିଲେ I ପାଉଲ ବନ୍ଦୀ ଅବସ୍ଥାରେ ଥିବା ସମୟରେ ସେ ଅନୀସିମଙ୍କୁ ଶିକ୍ଷା ଦେଇଥିଲେ ଓ ସେହି ବନ୍ଦୀଥିବା ଅବସ୍ଥାରେ ଥିବା ସମୟରେ ସେ ଏହି ପତ୍ର ଲେଖୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଏବେ ବନ୍ଦୀଥିବା ସମୟରେ”(ଦେଖ: [[rc://*/ta/man/translate/figs-metonymy]]) # for the sake of the gospel ପାଉଲ ବନ୍ଦୀ ହୋଇଥିଲେ, କାରଣ ସେ ମୁକ୍ତଭାବରେ ସୁସମାଚାର ପ୍ରଚାର କରୁଥିଲେ I ଏହାକୁ ସ୍ପଷ୍ଟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ମୁଁ ସୁସମାଚାର ପ୍ରଚାର କରୁଅଛି” (ଦେଖ: [[rc://*/ta/man/translate/figs-explicit]])