# yet because of love ସମ୍ଭାବିତ ଅର୍ଥଗୁଡିକ ହେଲା ୧) “କାରଣ ମୁଁ ଜାଣେ ଯେ ତୁମ୍ଭେ ଈଶ୍ବରଙ୍କ ଲୋକମାନଙ୍କୁ ପ୍ରେମ କରୁଅଛ” ୨) “କାରଣ ମୁ ଜାଣେ ଯେ ତୁମେ ମୋତେ ପ୍ରେମ କରୁଅଛ” କିଅବା ୩) “କାରଣ ମୁଁ ତୁମକୁ ପ୍ରେମ କରୁଅଛି”