# The curtain of the temple was split in two ମାର୍କ ଦେଖାଇବାକୁ ଚାହାଁନ୍ତି ଯେ ଈଶ୍ବର ନିଜେ ମନ୍ଦିରର ବିଛେଦ ବସ୍ତ୍ରକୁ ଚିରିଲେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁଣି ଈଶ୍ବର ମନ୍ଦିରର ବିଛେଦ ବସ୍ତ୍ର ଚିରି ଦୁଇଖଣ୍ଡ କଲେ” (ଦେଖ: [[rc://*/ta/man/translate/figs-activepassive]])