# Some of those standing by heard his words and said ଏହାକୁ ସ୍ପଷ୍ଟଭାବରେ କୁହାଯାଇ ପାରିବ ଯେ ସେମାନେ ବୁଝି ପାରୁ ନଥିଲେ ଯେ ଯୀଶୁ କ’ଣ କହୁଛନ୍ତି I ଅନ୍ୟଏକ ଅନୁବାଦରେ: “ଏହା ଶୁଣି ପାଖରେ ଠିଆ ହୋଇଥିବା ଲୋକମାନେ ବୁଝି ନପାରି କହିଲେ” (ଦେଖ: [[rc://*/ta/man/translate/figs-explicit]])