# to satisfy the crowd ସେ ସେମାନଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ସେମାନେ ଯାହା ଇଛା କଲେ ତାହା କରିବାକୁ ଦେଲେ # He scourged Jesus ପିଲାତ ପ୍ରକୃତରେ ଯୀଶୁଙ୍କୁ ପ୍ରହାର କରୁ ନଥିଲେ ମାତ୍ର ତାହାର ସୈନ୍ୟମାନେ କଲେ I # scourged କାରୋଡା ପ୍ରହାର କରିଲେ I ବିଶେଷ ଯନ୍ତ୍ରଣା ଦାୟକ ଚାବୁକରେ “ପ୍ରହାର” କରିବା I # then handed him over to be crucified ପିଲାତ ତାହାର ସୈନିକମାନଙ୍କୁ ଯୀଶୁଙ୍କୁ କୃଶରେ ଚଢାଇଵା ନିମନ୍ତେ ସମର୍ପଣ କଲେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୀଶୁଙ୍କୁ ନେଇ କୃଶରେ ଚଢାଇଵା ପାଇଁ ତାହାର ସୈନିକମାନଙ୍କୁ କହିଲେ” (ଦେଖ: [[rc://*/ta/man/translate/figs-activepassive]])