# Pilate again asked him ପିଲାତ ଯୀଶୁଙ୍କୁ ଆଉଥରେ ପଚାରିଲେ # Do you give no answer ଏହା ଆସ୍ତିବାଚକ ଉକ୍ତିରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମର କିଛି ଉତ୍ତର ଅଛି କି” # See ଦେଖ କିମ୍ବା “ଶୁଣ” କିମ୍ବା ମୁଁ ଯେଉଁ ବିଷୟ କହିବି ସେଥିରେ ଧ୍ୟାନ ଦିଅ”