# You say so ସାମ୍ଭାବିତ ଅର୍ଥଗୁଡିକ ୧) ଏହା କହିବା ଦ୍ବାରା, ଯୀଶୁ ପିଲାତଙ୍କୁ କହିବାକୁ ଲାଗିଲେ, ଯୀଶୁ ନୁହେଁ, ଯିହୁଦୀମାନଙ୍କର ରାଜା ସେମାନଙ୍କ ମଧ୍ୟରୁ ଜଣେ କହିଲେ I ଅନ୍ୟଏକ ଅନୁବାଦରେ: “ଆପଣ କହୁଛନ୍ତି “ କିମ୍ବା ୨) ଏହା କହିବା ଦ୍ବାରା, ଯୀଶୁ କହିବାର ଅର୍ଥ ଏହି ଯେ ସେ ଯିହୁଦୀମାନଙ୍କର ରାଜା ଅଟନ୍ତି I ଅନ୍ୟଏକ ଅନୁବାଦରେ: “ ହଁ, ଆପଣ ଯେ କହୁଛନ୍ତି, ମୁଁ ସେହି” କିମ୍ବା “ହଁ, ଆପଣ ଯେପରି କହିଲେ “ (ଦେଖ: [[rc://*/ta/man/translate/figs-explicit]])