# General Information: ୨୧ ପଦରେ ଯୀଶୁ ଆଦେଶ ଦେଲେ, ଓ ୨୨ ପଦରେ ଆଦେଶର କାରଣ କହୁଛନ୍ତି I ଏହାକୁ ପୁନଃ ସଜାଡି କାରଣକୁ ପ୍ରଥମେ ସହିତ, ଓ ଆଦେଶକୁ ଦ୍ବିତୀୟ ସହିତ ଉଲ୍ଲେଖ କରାଯାଇ ପାରିବ, ଯେପରି UST କରେ I (ଦେଖ: [[rc://*/ta/man/translate/translate-versebridge]])