# such as has not been ଏପରି ମହାକ୍ଲେଶ କେବେ ଘଟି ନଥିଲା I ଏହା ବର୍ଣ୍ଣନା କରେ ଯେ କିପରି ମହାନ ଓ ଭୟଙ୍କର କ୍ଲେଶ ହେବ I ଯାହା ଆସୁଅଛି ସେହିପରି କ୍ଲେଶ କେବେ ଘଟିନାହିଁ I # no, nor ever will be again ଓ କେବେ ବି ଆଉକେବେ ପୁନରାବୃତ୍ତି ହେବ ନାହିଁ କିମ୍ବା “ପୁଣି ସେହି କ୍ଲେଶ ପରେ, ସେହିପରି କ୍ଲେଶ କେବେ ହେଁ ଘଟିବ ନାହିଁ”