# Pray that it ସେହି ସମୟ ନିମନ୍ତେ ପ୍ରାର୍ଥନା କର କିମ୍ବା “ସେହି ବିଷୟଗୁଡିକ ନିମନ୍ତେ ପ୍ରାର୍ଥନା କର “ # the winter ଶୀତ ରୁତୁ କିମ୍ବା “ଶୀତ, ବର୍ଷା ରୁତୁ” I ଏହା ବର୍ଷର ରୁତୁଗୁଡିକୁ ବୁଝାଏ ଯେତେବେଳେ ଏହା ଥଣ୍ଡା ଓ ମନୋହର ନୁହେଁ ଓ ଯାତ୍ରା କରିବାକୁ ଅସୁବିଧା ହୁଏ I