# Be on your guard ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯାହାସବୁ ଘଟାଇବେ ସେଥିପ୍ରତି ସାବଧାନ ଥାଅ # will deliver you up to councils ତୁମ୍ଭମାନଙ୍କୁ ନେବେ ଓ ବିଚାର ସଭାମାନଙ୍କରେ ସମର୍ପଣ କରିବେ # you will be beaten ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଲୋକମାନେ ତୁମ୍ଭମାନଙ୍କୁ ପ୍ରହାରିତ କରିବେ” (ଦେଖ: [[rc://*/ta/man/translate/figs-activepassive]]) # You will stand before ଏହାର ଅର୍ଥ କ୍ଲେଶ ଓ ବିଚାରକୁ ନେବେ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ବିଚାରସଭାର ସମ୍ମୁଖିନ ହେବ” କିମ୍ବା “ତୁମ୍ଭମାନଙ୍କୁ ବିଚାରସଭାକୁ ନେବେ ଓ ବିଚାର କରିବେ” (ଦେଖ: [[rc://*/ta/man/translate/figs-idiom]]) # for my sake ମୋ’ ସକାଶେ କିମ୍ବା “ମୋ’ ନିମନ୍ତେ” # as a testimony to them ଏହାର ଅର୍ଥ ସେମାନେ ଯୀଶୁଙ୍କ ବିଷୟରେ ପରୀକ୍ଷା କରିବେ I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁଣି ସେମାନେ ମୋ ବିଷୟରେ ପରୀକ୍ଷା କରିବେ” କିମ୍ବା “ପୁଣି ତୁମ୍ଭେମାନେ ମୋ ବିଷୟରେ ସେମାନଙ୍କୁ ସାକ୍ଷ୍ୟ ଦେବ” (ଦେଖ: [[rc://*/ta/man/translate/figs-explicit]])