# will rise against ଏହି ରୁଢିର ଅର୍ଥ ପରସ୍ପର ବିରୁଦ୍ଧରେ ଯୁଦ୍ଧ କରିବା I ଅନ୍ୟଏକ ଅନୁବାଦରେ: “ବିରୁଦ୍ଧରେ ଯୁଦ୍ଧ କରିବେ” (ଦେଖ: [[rc://*/ta/man/translate/figs-idiom]]) # kingdom against kingdom “”ଉଠିବ” ଶବ୍ଦ ପୁର୍ବ ବାକ୍ୟାଂଶରୁ ବୁଝି ହୁଏ I ଅନ୍ୟଏକ ଅନୁବାଦରେ: “ରାଜ୍ୟ ରାଜ୍ୟ ବିରୁଦ୍ଧରେ ଉଠିବ” କିମ୍ବା “ଗୋଟିଏ ରାଜ୍ୟର ପ୍ରଜାମାନେ ଅନ୍ୟ ରାଜ୍ୟର ପ୍ରଜାମାନଙ୍କ ବିରୁଦ୍ଧରେ ଉଠିବେ” (ଦେଖ: [[rc://*/ta/man/translate/figs-ellipsis]]) # These are the beginnings of birth pains ଯୀଶୁ ଏହି ଦୁର୍ଭିକ୍ଷଗୁଡିକୁ ପ୍ରସବ ବେଦନାର ଯନ୍ତ୍ରଣାର ଆରମ୍ଭ ମାତ୍ର ବୋଲି କୁହନ୍ତି କାରଣ ସେମାନଙ୍କ ପରେ ଆହୁରି ଭୟଙ୍କର ବିଷୟ ସବୁ ଘଟିବ I ଅନ୍ୟଏକ ଅନୁବାଦରେ: “ଏହି ସମସ୍ତ ଘଟଣା ଜଣେ ସ୍ତ୍ରୀର ପ୍ରଥମ ସନ୍ତାନ ପ୍ରସବ ବେଦନା ପରି ଘଟିବ” (ଦେଖ: [[rc://*/ta/man/translate/figs-metaphor]])