# Good, Teacher ତାହା ସତ୍ୟ, ହେ ଗୁରୁ କିମ୍ବା “ହେ ଗୁରୁ, ଆପଣ ଯଥାର୍ଥ କହିଛନ୍ତି” # God is one ଏହାର ଅର୍ଥ ଯେ କେବଳ ଏକମାତ୍ର ଈଶ୍ବର I ଅନ୍ୟଏକ ଅନୁବାଦରେ: “ଈଶ୍ବର କେବଳ ଏକ ଅଟନ୍ତି” (ଦେଖ: [[rc://*/ta/man/translate/figs-idiom]]) # that there is no other “ଈଶ୍ବର” ଶବ୍ଦ ପୁର୍ବ ବାକ୍ୟରୁ ବୁଝା ପଡୁଅଛି I ଅନ୍ୟଏକ ଅନୁବାଦରେ: “ତାହାଙ୍କ ବିନା ଆଉ ଈଶ୍ବର କେହି ନାହିଁ” (ଦେଖ: [[rc://*/ta/man/translate/figs-ellipsis]])