# the heir ଏହା ମାଲିକଙ୍କ ଉତ୍ତରାଧିକାରୀ, ଯେ ତାହାଙ୍କ ପିତାଙ୍କ ମୃତ୍ୟୁ ପରେ ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ହେବେ I ଅନ୍ୟଏକ ଅନୁବାଦରେ: “ମାଲିକଙ୍କ ଉତ୍ତରାଧିକାରୀ” (ଦେଖ: [[rc://*/ta/man/translate/figs-explicit]]) # the inheritance ଭଡାଟିଆ ଦ୍ରାକ୍ଷାକ୍ଷେତ୍ରକୁ ବୁଝାଏ ଯେପରି “ଉତରାଧିକାରୀ” I ଅନ୍ୟଏକ ଅନୁବାଦରେ: “ଏହି ଦ୍ରାକ୍ଷାକ୍ଷେତ୍ର” (ଦେଖ: [[rc://*/ta/man/translate/figs-synecdoche]])