# Connecting Statement: ଯେତେବେଳେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମକୁ ଆସୁଥିଲେ ଏହା ଘଟିଲା I # if he could find any fruit on it କେଜାଣି ସେଥିରୁ ଫଳ ପାଇବେ # he found nothing but leaves ଏହାର ଅର୍ଥ ଯେ ସେ କୌଣସି ଡିମ୍ବିରୀ ଫଳ ପାଇଲେ ନାହିଁ I ଅନ୍ୟଏକ ଅନୁବାଦରେ: “ସେ କେବଳ ପତ୍ର ଛଡା ଆଉ ସେହି ଗଛରେ ଡିମ୍ବିରୀ ପାଇଲେ ନାହିଁ “ (ଦେଖ: [[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-litotes]]) # the season ବର୍ଷରେ ସମୟ