# ମାର୍କ ୧୦ ସାଧାରଣ ସୁଚନା ## ଗଠନ ପ୍ରଣାଳୀ ଓ ଆକୃତି କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ୧୦ :୭-୮ ପଦରେ ଉଦ୍ଧୃତ ବାକ୍ୟ କ୍ଷେତ୍ରରେ ଏହିପରି କରେ ## ଏହି ଅଧ୍ୟାୟରେ ବିଶେଷ ଧାରଣା ### ଛାଡପତ୍ର ସମ୍ପର୍କରେ ଯୀଶୁଙ୍କ ଶିକ୍ଷା ଫାରୁଶୀମାନେ ସର୍ବଦା ଯୀଶୁଙ୍କୁ ମୋଶାଙ୍କ ବ୍ୟବସ୍ଥା ଅବଜ୍ଞା କରିବା ଠିକ କହିବାରେ ଅନ୍ବେଷଣ କଲେ, ତେଣୁ ସେମାନେ ଛାଡପତ୍ର ସମ୍ବନ୍ଧରେ ତାହାଙ୍କୁ ପ୍ରଶ୍ନ କଲେ କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ଯୀଶୁ କହିଲେ ଈଶ୍ବର କିପରି ବିବାହ ବନ୍ଧନକୁ ଗଠନ କରିଛନ୍ତି ଯେପରି ଫାରୁଶିମାନେ ଛାଡପତ୍ର ସମ୍ବନ୍ଧରେ ଭୁଲ୍ ମନ୍ତବ୍ୟ ବୁଝି ପାରିବେ କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ## ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଅଳଙ୍କାର ### ରୁପକ ରୁପକ ଗୁଡିକ ଦୃଶ୍ୟମାନ ଉପାଦାନ ଅଟନ୍ତି ଯାହା ବକ୍ତା ଅଦୃଶ୍ବ ସତ୍ୟତା ବିଷୟରେ ବୁଝାଇବା ନିମନ୍ତେ ବ୍ୟବହାର କରନ୍ତି କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ଯେତେବେଳେ ଯୀଶୁ କହିଲେ, “ଯେଉଁ ପାନ ପାତ୍ରରୁ ମୁଁ ପାନ କରେ”, ସେ କୃଶରେ ଦୁଖଭୋଗ ବିଷୟ କହୁଥିଲେ ଯେପରି ଏହା ତିକ୍ତ, ପାନ ପାତ୍ରରେ ବିଶାକ୍ତ ତରଳ ପଦାର୍ଥ ଅଟେ ## ଏହି ଅଧ୍ୟାୟରେ ଅନୁବାଦ ସମସ୍ୟା ### ବିରୋଧାଭାସ ବିରୋଧାଭାସ ଏକ ସତ୍ୟ ଉକ୍ତି ଅଟେ ଯାହା ଅସମ୍ଭବ ବିଷୟକୁ ବର୍ଣ୍ଣନା କରେ କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ଯୀଶୁ ବିରୋଧାଭାସ ବ୍ୟବହାର କରୁଥିଲେ ଯେତେବେଳେ ସେ କହୁଥିଲେ, “ଯେ ପ୍ରଧାନ ହେବାକୁ ଇଚ୍ଛା କରେ ସେ ସମସ୍ତଙ୍କର ଦାସ ହେଉ” ([ମାର୍କ ୧୦:୪୩](../../mrk/10/43.md)) କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I