# But it shall not be this way among you ଏହା ପୁର୍ବ ପଦରେ ବିଜାତୀମାନଙ୍କ ଶାସନକର୍ତ୍ତା ବିଷୟରେ ବୁଝାଏ I ଏହା ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମାତ୍ର ସେମାନଙ୍କ ପରି ହୁଅ ନାହିଁ“ (ଦେଖ: [[rc://*/ta/man/translate/figs-explicit]]) # become great ମହାନ ହେବେ