# Look, we have left everything and have followed you ଏଠାରେ “ଦେଖ” ଶବ୍ଦ ପରବର୍ତ୍ତୀ ବାକ୍ୟ ଉପରେ ଧ୍ୟାନ ଦେବା ପାଇଁ ବ୍ୟବହାର ହୋଇଛି I ସମାନ ପ୍ରକାର ଭାବନାକୁ ଅନ୍ୟଭାବରେ ଗୁରୁତ୍ବକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆମ୍ଭେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁ “ # have left everything ସବୁକିଛି ପରିତ୍ୟାଗ କରି