# It is easier ... kingdom of God ଯୀଶୁ ଧନୀ ଲୋକ ନିମନ୍ତେ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା କେତେ କଷ୍ଟକର ତାହାକୁ ଗୁରୁତ୍ବାରୋପ କରି ଏକ ଅତିରଞ୍ଜିତ ଶବ୍ଦ ବ୍ୟବହାର କରୁଛନ୍ତି I (ଦେଖ: [[rc://*/ta/man/translate/figs-hyperbole]]) # It is easier for a camel ଏହା ଅସମ୍ଭବ ପରିସ୍ଥିତିକୁ ପ୍ରକାଶ କରେ I ଯଦି ତୁମ ଭାଷାରେ ଏହିପରି ବ୍ୟକ୍ତ କରି ପାରିବ ନାହିଁ, ଏହାକୁ ପ୍ରାକକଳ୍ପିତ ପରିସ୍ଥିତି ପରି ଲେଖା ଯାଇପାରିବ I ଅନ୍ୟଏକ ଅନୁବାଦରେ: “ଏହା ଓଟର ଯିବା ପାଇଁ ସହଜ” (ଦେଖ: [[rc://*/ta/man/translate/figs-hypo]]) # the eye of a needle ସୁଚୀର ଛିଦ୍ର I ଏହା ସିଲେଇ କରୁଥିବା ସୁଚିର ଅଗ୍ରଭାଗରେ ଥିବା ଛୋଟିଆ ଗାତ (କଣା)କୁ ବୁଝାଏ ଯାହା ମଧ୍ୟ ଦେଇ ସୁତା ଭର୍ତ୍ତି କରନ୍ତି I