# What did Moses command you ମୋଶା ସେମାନଙ୍କ ପୁର୍ବପୁରୁଷମାନଙ୍କୁ ବ୍ୟବସ୍ଥା ଦେଲେ, ଯାହାକୁ ସେମାନେ ବର୍ତ୍ତମାନ ପାଳନ କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ଏହି ସମ୍ବନ୍ଧରେ ତୁମ୍ଭମାନଙ୍କର ପୁର୍ବପୁରୁଷମାନଙ୍କୁ ମୋଶା କି ଆଜ୍ଞା ଦେଇଥିଲେ”