# such a child ଏହି ସାନ ପିଲା ପରି # in my name ଏହାର ଅର୍ଥ କାରଣ ଯୀଶୁଙ୍କ ପ୍ରେମରେ କିଛି କର I ଅନ୍ୟଏକ ଅନୁବାଦରେ: “କାରଣ ସେ ମୋତେ ପ୍ରେମ କରେ” କିମ୍ବା “ମୋ ନାମରେ” (ଦେଖ: [[rc://*/ta/man/translate/figs-idiom]]) # the one who sent me ଏହା ଈଶ୍ବରଙ୍କୁ ବୁଝାଏ I ଯେ ମୋତେ ଏହି ପୃଥିବୀକୁ ପ୍ରେରଣ କରିଛନ୍ତି I ଅନ୍ୟଏକ ଅନୁବାଦରେ: ଈଶ୍ବର, ଯେ ମୋତେ ପ୍ରେରଣ କରିଛନ୍ତି” (ଦେଖ: [[rc://*/ta/man/translate/figs-explicit]])