# in their midst ସେମାନଙ୍କ ମଧ୍ୟରୁ I “ସେମାନଙ୍କର” ଶବ୍ଦ ଲୋକସମୁହକୁ ବୁଝାଏ I # He took him in his arms ଏହାର ଅର୍ଥ ସେଥିରେ ଯୀଶୁ ଗୋଟିଏ ସାନ ପିଲାକୁ ଘେନି ସେମାନଙ୍କ ମଧ୍ୟରେ ଠିଆ କରିଲେ ଓ ତାହାକୁ ଆଲିଙ୍ଗନ କରି କୋଳରେ ବସାଇଲେ I