# ଯେତେବେଳେ ସେମାନେ କଫର୍ନାହୁମକୁ ଆସିଲେ, ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ସବୁଠାରୁ ନମ୍ର ସେବକ ବିଷୟରେ ଶିକ୍ଷା ଦେଲେ I (ଦେଖ: [[rc://*/ta/man/translate/writing-newevent]]) # they came to ସେମାନେ ସେଠାରେ ପହଞ୍ଚିଲେ I “ସେମାନେ” ଶବ୍ଦ ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କୁ ବୁଝାଏ I # were you discussing ତୁମ୍ଭେମାନେ ପରସ୍ପର ତର୍କବିତର୍କ କରୁଥିଲ