# Connecting Statement: ଅଶୁଚି ଆତ୍ମାବିଷ୍ଟ ବାଳକକୁ ସୁସ୍ଥ କରିବା ପରେ, ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯେଉଁ ଗୃହରେ ସେମାନେ ବାସ କରୁଥିଲେ ସେଠାରୁ ପ୍ରସ୍ଥାନ କଲେ I ସେ ଶିଷ୍ୟମାନଙ୍କୁ ଏହି ଶିକ୍ଷା ଦେଉଥିଲେ I # They went out from there ଯୀଶୁ ଓ ଶିଷ୍ୟମାନେ ସେହି ଅଞ୍ଚଳ ପରିତ୍ୟାଗ କଲେ # passed through ମଧ୍ୟଦେଇ ଯାତ୍ରା କଲେ କିମ୍ବା “ଅତିକ୍ରମ କଲେ”