# spirit ଏହା ଅଶୁଚି ଆତ୍ମାକୁ ବୁଝାଏ I ଦେଖ ତୁମେ ଏହାକୁ [ମାର୍କ ୯:୧୭](../09/17.md)ରେ କିପରି ଅନୁବାଦ କରିଅଚ୍ଛ I # convulsion ଏହା ଏପରି ଏକ ଅବସ୍ଥା ଯାହା ଜଣେ ବ୍ୟକ୍ତି ତାହାର ଶରୀରକୁ ନିୟନ୍ତ୍ରଣ ରଖି ପରେନାହିଁ, ଓ ତାହାର ଶରୀର ଭୟଙ୍କର ଭାବେ ଥରୁଛି I